Featuredଜାତୀୟବିଜ୍ଞାନ ଓ ପ୍ରଯୁକ୍ତି

ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରାୟାନ ଓହ୍ଲାଇ ବିଶ୍ୱରେ ପ୍ରଥମ ଦେଶ ଭାବେ ଇତିହାସ ରଚି ସାରିଛି।

ମେକ ଇନ ଇଣ୍ଡିଆ ଓ ଆତ୍ମ ନିର୍ଭର ହୋଇ ଭାରତ ବିଶ୍ୱରେ ନିଜର ଗୋଟିକ ପରେ ଗୋଟିଏ ଛାପ ଛାଡିଛି। ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରାୟାନ ଓହ୍ଲାଇ ବିଶ୍ୱରେ ପ୍ରଥମ ଦେଶ ଭାବେ ଇତିହାସ ରଚି ସାରିଛି।

ବର୍ତ୍ତମାନ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ କରୁଥିବା ବିଶ୍ୱର ଶ୍ରେଷ୍ଠ କମ୍ପାନୀ ମଧ୍ୟରେ ଭାରତର ୩ବଡ କମ୍ପାନୀ ଏଣ୍ଟ୍ରି କରିଛନ୍ତି। ରିପୋର୍ଟ ଅନୁସାରେ, ଭାରତର ଏହି ୩ବଡ କମ୍ପାନୀ ହିନ୍ଦୁସ୍ତାନ ଏରୋନଟିକାଲ(ଏଚଏଏଲ), ଭାରତ ଇଲୋକ୍ଟ୍ରନିକ୍ସ ଓ ମଜାଗୋନ ଡକ୍ସ ବିଶ୍ୱର ଅସ୍ତ୍ରଶସ୍ତ୍ର ତିଆରି କରିବା ଭୂମିକାରେ ପ୍ରମୁଖ ଯୋଗଦାନ ଦେଇଛନ୍ତି।

Related Articles

Back to top button