ଅନ୍ତର୍ଜାତୀୟ

ଅପରେସନ ଆରମ୍ଭ ନେଇ ଧମକ

ବନ୍ଧକ ମାନଙ୍କୁ ମୁକ୍ତ କରିବାକୁ ହମାସ ପକ୍ଷରୁ ବିଳମ୍ବ ହେବା ପରେ ଗାଜା ସିଟିରେ ଅପରେସନ ପୁଣି ଆରମ୍ଭ କରିବାକୁ ଧମକ ଦେଇଛି ଇସ୍ରାଏଲ।

ବିଶେଷ ସୂତ୍ରରୁ ଇସ୍ରାଏଲ ମିଡ଼ିଆକୁ ମିଳିଥିବା ଖବର ଅନୁଯାୟୀ ଯଦି ଶନିବାର ମଧ୍ୟ ରାତ୍ରି ସୁଦ୍ଧା ବନ୍ଧକ ମାନଙ୍କୁ ମୁକ୍ତ କରାନଯାଏ ତେବେ ପୁଣି କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ। ତେବେ କତାର ହସ୍ତକ୍ଷେପରେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ୧୫୦ ପାଲେଷ୍ଟାଇନ ନାଗରିକଙ୍କ ବଦଳରେ ହମାସ ୫୦ ବନ୍ଧକଙ୍କୁ ମୁକ୍ତ କରିବ।

Related Articles

Back to top button