ମନୋରଞ୍ଜନ

‘ଟାଇଗର ୪’ର ଘୋଷଣା

‘ଟାଇଗର ୩’ର ପ୍ରମୋସନ ପାଇଁ ଆସିଥିବା ବେଳେ ସଲମାନ ଖାନ ଏକ ବଡ଼ ଘୋଷଣା କରିଛନ୍ତି। ସେ କ୍ୟାଟ୍ରିନା କୈଫ୍‌ ସହ ତାଙ୍କର ନୂଆ ଫିଲ୍ମ ଘୋଷଣା କରିଛନ୍ତି।

ସଲମାନ ଖାନ କ୍ୟାଟ୍ରିନା କୈଫ୍‌ଙ୍କ ସହ ତାଙ୍କର ନୂଆ ଚଳଚ୍ଚିତ୍ର ‘ଟାଇଗର ୪’ର ଘୋଷଣା କରିଛନ୍ତି। ତାଙ୍କ ଘୋଷଣାର ଏକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି।

Related Articles

Back to top button