ମନୋରଞ୍ଜନ

ଚଳଚ୍ଚିତ୍ର ‘ମେଁ ଅଟଳ ହୁଁ’ ଆସନ୍ତା ବର୍ଷ

ଅଭିନେତା ପଙ୍କଜ ତ୍ରିପାଠୀ ଘୋଷଣା କରିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୀବନୀ ଆଧାରିତ ଚଳଚ୍ଚିତ୍ର ‘ମେଁ ଅଟଳ ହୁଁ’ ଆସନ୍ତା ବର୍ଷ ଜାନୁଆରି ୧୯ ତାରିଖରେ ବଡ଼ ପରଦାରେ ମୁକ୍ତିଲାଭ କରିବ।

ଜାତୀୟ ଚଳଚ୍ଚିତ୍ର ପୁରସ୍କାରପ୍ରାପ୍ତ ଅଭିନେତା ପଙ୍କଜ ଏଥିରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି। ଚଳଚ୍ଚିତ୍ର ନିର୍ମାତା ରବି ଯାଦବ ଏହି ସିନେମାର ନିର୍ଦେଶନା ଦେଇଥିବା ବେଳେ ରବିଙ୍କ ସମେତ ଉତ୍କର୍ଷ ନୈଥାନୀ ଓ ଋଷି ବୀରମଣୀ ଏହାର କାହାଣୀ ରଚନା କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com