ଅନ୍ତର୍ଜାତୀୟ

ପାକିସ୍ତାନ ଟେଲିକମ ଅପରେଟରମାନେ ୫୦୦୦ କାର୍ଡ ମଧ୍ୟରୁ ୩୫୦୦ରୁ ଅଧିକ ଅଣ-ଫିଲର ଙ୍କର ମୋବାଇଲ ଫୋନ ସିମ ଅବରୋଧ ବା ବ୍ଲକ କରିଛନ୍ତି

ପାକିସ୍ତାନ ଟେଲିକମ ଅପରେଟରମାନେ ୫୦୦୦ କାର୍ଡ ମଧ୍ୟରୁ ୩୫୦୦ରୁ ଅଧିକ ଅଣ-ଫିଲର ଙ୍କର ମୋବାଇଲ ଫୋନ ସିମ ଅବରୋଧ ବା ବ୍ଲକ କରିଛନ୍ତି।

ଟେଲିକମ ଅପରେଟରମାନେ ଫେଡେରାଲ ରେଭିନ୍ୟୁ ବୋର୍ଡକୁ ଏହାର ଇନକମ ଟ୍ୟାକ୍ସ ଜେନେରାଲ ଅର୍ଡର ପାଳନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ବୋଲି ଏକ୍ସପ୍ରେସ ଟ୍ରିବ୍ୟୁନ ରିପୋର୍ଟ କରିଛି। ଏହି ଏକକ ପଦକ୍ଷେପ ୫୦୬,୬୭୧ ଲୋକଙ୍କୁ ୨୦୨୩ ପାଇଁ ରିଟର୍ନ ଫାଇଲ କରିବାକୁ ବାଧ୍ୟ କରିଥିଲା।

Related Articles

Back to top button