ରାଜନୀତି

କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ମିଳିଛି ହତ୍ୟା ଧମକ

କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ମିଳିଛି ହତ୍ୟା ଧମକ। ୧୫ ଦିନ ମଧ୍ୟରେ ସାଲୁଜାଙ୍କୁ ହତ୍ୟା ନେଇ ପୋଷ୍ଟରରେ ଉଲ୍ଲେଖ ରହିଛି।

ତେବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଖୋଦ, ସନ୍ତୋଷ ସିଂ ସାଲୁଜା। ନିଜର ପ୍ରାଥମିକ ପ୍ରତିକ୍ରିୟା ଦେଇ ସାଲୁଜା କହିଛନ୍ତି, “ଓଡ଼ିଶାର ବିକାଶ ପାଇଁ କେତେ ସାଲୁଜା ଆସିବେ, ରାଜନୈତିକ ଷଡଯନ୍ତ୍ର ପାଇଁ ଏମିତି କରିଛନ୍ତି। ତେବେ ଏହି ଘଟଣାରେ ପୋଲିସ ତଦନ୍ତ କରନ୍ତୁ ବୋଲି ସେ କହିଛନ୍ତି।

Related Articles

Back to top button