ଅନ୍ତର୍ଜାତୀୟ

ଋଷ-ୟୁକ୍ରେନ ସୀମାରେ ବିପନ୍ନ ଶିଶୁଙ୍କ ଜୀବନ

ଋଷ-ୟୁକ୍ରେନ ସୀମାରେ ବିପନ୍ନ ଶିଶୁଙ୍କ ଜୀବନ। ତୁରନ୍ତ ୯ ହଜାର ଶିଶୁଙ୍କୁ ଉଦ୍ଧାର ଲାଗି ଆରମ୍ଭ ହେବ ରେସ୍କ୍ୟୁ ଅପରେସନ। ୟୁକ୍ରେନ ପକ୍ଷରୁ ବାରମ୍ବାର ବୋମା ବର୍ଷଣ କରାଯାଉଥିବାରୁ ସେମାନଙ୍କୁ ନିରାପତ୍ତା ସ୍ଥାନକୁ ସ୍ଥାନାନ୍ତର କରିବାକୁ ଉଦ୍ୟମ ଆରମ୍ଭ ହୋଇଛି।

ବେଲଗୋରୋଡରୁ ଶିଶୁମାନଙ୍କୁ ତୁରନ୍ତ ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି ସ୍ଥାନୀୟ ଗଭର୍ଣ୍ଣର ।

Related Articles

Back to top button