ଜାତୀୟ

ପଶ୍ଚିମବଙ୍ଗ ରାଜ୍ୟପାଳ ଆନନ୍ଦ ବୋଷଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନ ଅଭିଯୋଗକୁ ପ୍ରସଙ୍ଗ କରି ଆଜି ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ପଶ୍ଚିମବଙ୍ଗ ରାଜ୍ୟପାଳ ଆନନ୍ଦ ବୋଷଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନ ଅଭିଯୋଗକୁ ପ୍ରସଙ୍ଗ କରି ଆଜି ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

ରାଜ୍ୟପାଳ ଭାବେ ଆନନ୍ଦ ବୋଷ କାର୍ଯ୍ୟ କରୁଥିବା ଯାଏ ସେ ରାଜଭବନ ଯିବେ ନାହିଁ। ଯଦି ରାଜ୍ୟପାଳ ବୋଷ ଚାହିଁବେ, ସେ ତାଙ୍କୁ ରାସ୍ତାରେ ଭେଟିବେ। କିନ୍ତୁ କେବେ ହେଲେ ରାଜଭବନ ଯିବେ ନାହିଁ। କାରଣ ଆନନ୍ଦ ବୋଷଙ୍କ ବୋଷଙ୍କ ପାଖରେ ବସିବା ମଧ୍ୟ ପାପ ବୋଲି ଦିଦି କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com