ଅନ୍ୟାନ୍ୟ

ଗୁଳି କରିବା ପରେ ବଞ୍ଚିବେ ବୋଲି ଭାବି ନଥିଲେ ଗୋପାଳ

ଭୁବନେଶ୍ୱର, ୦୩/୦୨/୨୦୨୩ –     ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିବା ପୂର୍ବରୁ  ଶନିବାର ରାତିରେ ନିଜ ମୃତ୍ୟୁ ବାବଦରେ ଚିନ୍ତା କରିଥିଲେ ଅଭିଯୁକ୍ତ ASI ଗୋପାଳ ଦାସ । ଜେରା ବେଳେ ତଦନ୍ତକାରୀ ଅଧିକାରୀଙ୍କୁ ଏଭଳି କିଛି ସୂଚନା ଦେଇଛନ୍ତି ଅଭିଯୁକ୍ତ ASI ଗୋପାଳ ।

ଅଭିଯୁକ୍ତ ଗୋପାଳ ଏବେ ରିମାଣ୍ଡରେ ରହିଛନ୍ତି । ଆଜି ରିମାଣ୍ଡର ତୃତୀୟ ଦିନ ରହିଛି । ଗୁଳି ମିଳିବା ପରେ ଏବେ କ୍ରାଇମବ୍ରାଞ୍ଚ ଟିମ୍ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ କରିବାକୁ ଯୋଜନା କରିଥିବା ସୂଚନା ରହିଛି । ସେହିପରି CFSL ଏହି ଘଟଣାରେ କ୍ରାଇମବ୍ରାଞ୍ଚକୁ ସହଯୋଗ କରିବ ବୋଲି ଆଶା କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com