ଓଡ଼ିଶା

ରାଜଧାନୀ ରାସ୍ତା କଡ଼ରେ ରାଜସ୍ଥାନୀ ବନ୍‌‌ଜାରାଙ୍କ ଉତ୍ପାତ କିଛି ଦିନ ହେଲା ବଢ଼଼ିଗଲାଣି

ରାଜଧାନୀ ରାସ୍ତା କଡ଼ରେ ରାଜସ୍ଥାନୀ ବନ୍‌‌ଜାରାଙ୍କ ଉତ୍ପାତ କିଛି ଦିନ ହେଲା ବଢ଼଼ିଗଲାଣି। ପୂର୍ବରୁ ସେମାନେ କାକୁତି ମୀନତି ହୋଇ ଖାଇବାକୁ ମାଗୁଥିଲେ। ଏବେ କିନ୍ତୁ ଜୋର ଜବରଦସ୍ତ ଟଙ୍କା ଆଦାୟ କରୁଛନ୍ତି।

ପ୍ରତିଦିନ ବହୁ ଲୋକ ସେମାନଙ୍କ ଶିକାର ହେଉଛନ୍ତି। ଯିଏ କିଛି ଦେଲା, ସେ ରକ୍ଷା ପାଇଲା। ଯିଏ ନଦେଲା, ଗାଳି ଖାଇ ଲୋକହସା ହେଲା। ଏମିତି କିଛି ଦିନ ହେଲା ରାଜଧାନୀର ପ୍ରମୁଖ ଛକରେ ବନ୍‌‌ଜାରାମାନେ ଟଙ୍କା ମାଗି ହଇରାଣ କରୁଛନ୍ତି।

Related Articles

Back to top button