ଓଡ଼ିଶା

ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଅଣ୍ଡା ଟମାଟ ମାଡ

ଭୁବନେଶ୍ୱର, ୨୫/୦୬: ବୁଧବାର ଦିନ କଂଗ୍ରେସ କର୍ମୀମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନ ଉପରକୁ ଅଣ୍ଡା ଏବଂ ଟମାଟୋ ମାଡ଼ କରିଥିବା ଅଭିଯୋଗ ହୋଇଛି। ଫଳସ୍ୱରୂପ, ପୋଲିସ ଯୁବ କଂଗ୍ରେସ କର୍ମୀଙ୍କୁ ଉଠେଇ ନେଇଯାଇଛି। କଂଗ୍ରେସ କର୍ମୀ ମହିଳା ନିର୍ଯାତନା ଅଭିଯୋଗ ଉଠାଇଥିଲେ ଏବଂ ଓଡ଼ିଆ ଅସ୍ମିତା କୁଆଡ଼େ ଗଲେ ବୋଲି ସ୍ଲୋଗାନ ଦେଇଥିଲେ। ଏହି ସମୟରେ ସେମାନେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଉପରକୁ ଅଣ୍ଡା ଏବଂ ଟମାଟୋ ମାଡ଼ କରିଥିଲେ। ଫଳସ୍ୱରୂପ, ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

Related Articles

Back to top button