ଓଡ଼ିଶା

କଟକ SCB ମେଡିକାଲରେ ଏଣିକି କରାଯିବ ଲିଭର ପ୍ରତିରୋପଣ

କଟକ SCB ମେଡିକାଲରେ ଏଣିକି କରାଯିବ ଲିଭର ପ୍ରତିରୋପଣ । ଏଥିପାଇଁ ହାଇଦ୍ରାବାଦ ସ୍ଥିତ ଏସିଆ ଇନଷ୍ଟିଚ୍ୟୁଟ୍ ଅଫ ଲିଭର ଟ୍ରାନ୍ସପ୍ଲାଣ୍ଟ ସହ ହୋଇଛି ବୁଝାମଣା ।

ଏହା ସମ୍ଭବ ହେଲେ ରୋଗୀ ତାଙ୍କ ସମ୍ପର୍କୀୟଙ୍କୁ ଆଉ ବାହାର ରାଜ୍ୟର ହସ୍ପିଟାଲ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ । ସମ୍ପୂର୍ଣ୍ଣ ମାଗଣାରେ ଏଠାରେ ହେବ ବ୍ୟୟବହୁଳ ଲିଭର ପ୍ରତିରୋପଣ । ୫ ତାରିଖରେ ହାଇଦ୍ରାବାଦରୁ ବିଶେଷଜ୍ଞ ଟିମ ଆସି ଭିତ୍ତିଭୂମିର ସମୀକ୍ଷା କରିବେ ।

Related Articles

Back to top button
WP Twitter Auto Publish Powered By : XYZScripts.com