ମୋବାଇଲ୍ ନ୍ୟୁଜ୍ ବ୍ୟୁରୋ: ପ୍ଲାଷ୍ଟିକ ଦିଅ ସୁନା ନିଅ । ଏଭଳି ଏକ ନିଆରା ଅଭିଯାନ ଆରମ୍ଭ ହୋଇଛି କାଶ୍ମୀରର ଅନନ୍ତନାଗ ଜିଲ୍ଲାର ସାଦିୱାରା ଗାଁରେ ।…