କ୍ରୀଡ଼ା

ଷ୍ଟାର ସ୍ପିନର ଆର୍‌ ଅଶ୍ୱିନ୍‌ ଦିନକୁ ଦିନ ନୂଆ ଉପଲବ୍ଧି ହାସଲ କରୁଛନ୍ତି

ଷ୍ଟାର ସ୍ପିନର ଆର୍‌ ଅଶ୍ୱିନ୍‌ ଦିନକୁ ଦିନ ନୂଆ ଉପଲବ୍ଧି ହାସଲ କରୁଛନ୍ତି। ହେଲେ ୨୦୧୧ ଆଇପିଏଲ୍‌ ଫାଇନାଲରେ ମହେନ୍ଦ୍ର ସିଂହ ଧୋନୀ ଦେଖାଇଥିବା ବିଶ୍ୱାସ, ମାର୍ଗଦର୍ଶନକୁ ଭୁଲିନାହାନ୍ତି।

କାରଣ ଏହା ତାଙ୍କ କ୍ୟାରିୟରକୁ ନୂଆ ଦିଗ ଦେଇଥିଲା। ଏଥିଲାଗି ସେ ଧୋନୀଙ୍କ ପାଖରେ ଋଣୀ ରହିବେ ବୋଲି ଏକ ସାକ୍ଷାତକାରରେ ଅଶ୍ୱିନ କହିଛନ୍ତି।

Related Articles

Back to top button