କ୍ରୀଡ଼ା

ଆହତ କାରଣରୁ ବାଂଲାଦେଶ ବିପକ୍ଷରେ ଚାଲିଥିବା ଦିନିକିଆ ସିରିଜରୁ ଶ୍ରୀଲଙ୍କା ବୋଲର ଦିଲଶାନ ମଦୁଶଙ୍କାଙ୍କୁ ବାଦ ଦିଆଯାଇଛି

ଆହତ କାରଣରୁ ବାଂଲାଦେଶ ବିପକ୍ଷରେ ଚାଲିଥିବା ଦିନିକିଆ ସିରିଜରୁ ଶ୍ରୀଲଙ୍କା ବୋଲର ଦିଲଶାନ ମଦୁଶଙ୍କାଙ୍କୁ ବାଦ ଦିଆଯାଇଛି। ମଦୁଶଙ୍କାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୪.୬୦ କୋଟିରେ କିଣିଛି।

ଏବେ ଆଇପିଏଲ ୨୦୨୪ରେ ଖେଳିବାକୁ ନେଇ ସନ୍ଦେହ ଅଛି। ଶ୍ରୀଲଙ୍କା କ୍ରିକେଟ ତାଙ୍କ ସମ୍ପର୍କରେ ସୂଚନା ଦେଇଛି। ତେବେ ଏପର୍ଯ୍ୟନ୍ତ ମଦୁଶଙ୍କାଙ୍କ ବିଷୟରେ ମୁମ୍ବାଇ ଇଣ୍ଡିଆନ୍ସ କିମ୍ବା ଆଇପିଏଲ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

Related Articles

Back to top button
WP Twitter Auto Publish Powered By : XYZScripts.com