ଅନ୍ତର୍ଜାତୀୟ

୫୩ ବର୍ଷୀୟ ହଣ୍ଟର ବାଇଡେନ୍‌ ଅନେକ ବିବାଦରେ ଫସିଛନ୍ତି

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପୁଅ ହଣ୍ଟର ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ବାଇଡେନ୍‌ଙ୍କ ବିରୋଧରେ ଆସିଥିବା ମହାଭିଯୋଗର ତଦନ୍ତ ଲାଗି ମଞ୍ଜୁରୀ ଦିଆଯାଇଛି। ୫୩ ବର୍ଷୀୟ ହଣ୍ଟର ବାଇଡେନ୍‌ ଅନେକ ବିବାଦରେ ଫସିଛନ୍ତି।

ତାଙ୍କ ଉପରେ ଡ୍ରଗ୍ସ ସେବନ ଏବଂ ଟିକସ ଫାଙ୍କିବା ଭଳି ଅଭିଯୋଗ ହୋଇଛି। ଜୁନ୍‌ରେ ତାଙ୍କ ପାଖରେ ବେଆଇନ ଅସ୍ତ୍ରଶସ୍ତ୍ର ଥିବା ଜଣାପଡ଼ିଥିଲା। ଏପରିକିକ ଛାଡ଼ପତ୍ର ପରେ ପତ୍ନୀ କ୍ୟାଥରିନ ମଧ୍ୟ ତାଙ୍କ ବିରୋଧରେ ଅନେକ ଖୁଲାସା କରିଥିଲେ, ଯାହାକୁ ନେଇ ପରିସ୍ଥିତି ଅଧିକ ଖରାପ ହୋଇଛି।

Related Articles

Back to top button