ଜାତୀୟ

ରମେଶ ସିପ୍ପିଙ୍କ ବଲିଉଡ ବ୍ଲକବାଷ୍ଟର ଫିଲ୍ମ ସୀତା ଔର ଗୀତା ଭଳି ଆଉ ଏକ ସତ କାହାଣୀ ସାମନାକୁ ଆସିଛି

ରମେଶ ସିପ୍ପିଙ୍କ ବଲିଉଡ ବ୍ଲକବାଷ୍ଟର ଫିଲ୍ମ ସୀତା ଔର ଗୀତା ଭଳି ଆଉ ଏକ ସତ କାହାଣୀ ସାମନାକୁ ଆସିଛି। ରିୟଲ ଲାଇଫରେ ଘଟିଥିବା ଏକ ସମାନ ଘଟଣା ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି। ଜନ୍ମ ସମୟରେ ଅଲଗା ହେଲେ ଦୁଇ ଭଉଣୀ।

ପୁଣି ୧୯ବର୍ଷ ପରେ ଗୋଟିଏ ସହରରେ ଦୁହିଁଙ୍କର ଆମନା ସାମନା ହେଲା। ଫିଲ୍ମ ପରି ଲାଗୁଥିବା ଏହି କାହାଣୀଟି ପ୍ରକୃତରେ ସତ । ଏମିତି କିଛି ଘଟଣା ଘଟିଛି ୟୁରୋପୀୟ ଦେଶ ଜର୍ଜିଆରେ। ଏକ ଟିକ୍‌ ଟକ୍‌ ଭିଡିଓ ମାଧ୍ୟମରେ ଉଭୟ ପୁଣି ଥରେ ଏକାଠି ହୋଇପାରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com