ମନୋରଞ୍ଜନ

ମିହିର ଦାସଙ୍କ ଶେଷ ସିନେମା ୨୦୨୪ରେ ବଡ଼ ପରଦାକୁ ଆସିବ

ଦିବଂଗତ ବହୁମୁଖୀ ପ୍ରତିଭାସଂପନ୍ନ ଅଭିନେତା ମିହିର ଦାସଙ୍କ ଶେଷ ସିନେମା ୨୦୨୪ରେ ବଡ଼ ପରଦାକୁ ଆସିବ। ମୃତ୍ୟୁ ପୂର୍ବରୁ ମିହିର ବେଶ୍‌ କେତୋଟି ଫିଲ୍ମରେ କାମ କରୁଥିଲେ, ଯାହା ଏଯାଏ ରିଲିଜ୍ ହୋଇନାହିଁ। ହେଲେ ତାଙ୍କ ଅଭିନୀତ ଶେଷ ଓଡ଼ିଆ ଛବି ଥିଲା ‘ଟୋଟାଲ୍ ବାଳୁଙ୍ଗା’।

‘ଟୋଟାଲ୍ ବାଳୁଙ୍ଗା’ରେ ମିହିର ଦାସଙ୍କ ବ୍ୟତୀତ ଦର୍ଶକ ପ୍ରଦ୍ୟୁମ୍ନ ଲେଙ୍କା, ସରୋଜ ଦାଶ ଓ ଅଶୋକ ଓଝାଙ୍କ ଭଳି ବରିଷ୍ଠ ଅଭିନେତାଙ୍କୁ ବି ଦେଖିବାକୁ ପାଇବେ।

Related Articles

Back to top button