ଜାତୀୟ

ହ୍ବିଲ ଚେୟାର ଯୋଗୁଁ ଏୟାର ଇଣ୍ଡିଆ ଉପରେ ଲାଗିଲା ୩୦ ଲକ୍ଷ ଟଙ୍କାର ଜରିମାନା

ହ୍ବିଲ ଚେୟାର ଯୋଗୁଁ ଏୟାର ଇଣ୍ଡିଆ ଉପରେ ଲାଗିଲା ୩୦ ଲକ୍ଷ ଟଙ୍କାର ଜରିମାନା। ହ୍ବିଲ ଚେୟାର ନ
ମିଳିବା ଯୋଗୁ ୮୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ମାମଲାରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଏୟାର ଇଣ୍ଡିଆ ବିରୋଧରେ ବଡ଼ ପଦକ୍ଷେପ ନେଇଛି।

ଡିଜି ଇଣ୍ଡିଆ ଏୟାର ଇଣ୍ଡିଆ ଉପରେ ୩୦ ଲକ୍ଷ ଟଙ୍କା ଜରିମାନା ଲଗାଇଛି। ଏହାପୂର୍ବରୁ ଡିଜିସିଏ ମଧ୍ୟ ବିମାନ ଚଳାଚଳ ନିୟମ ପାଳନ ନ କରିବାରୁ ଏୟାରଲାଇନ୍ସକୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com