ଜାତୀୟ

ରସୁଣର ଦର ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଗ୍ରାହକଙ୍କୁ ମହଙ୍ଗାମାଡ ହୋଇଛି

ରସୁଣର ଦର ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଗ୍ରାହକଙ୍କୁ ମହଙ୍ଗାମାଡ ହୋଇଛି। ତେବେ ମିଶରରେ ଲୋକଙ୍କୁ ଦରମାରେ ରସୁଣ ମିଳିଥାଏ। ଯେବେ ମିଶରରେ ପିରାମିଡ ତିଆରି ହେଉଥିଲା ସେତେବେଳେ ଲୋକଙ୍କୁ ରସୁଣ ପାରଶ୍ରମିକରେ ମିଳୁଥିଲା।

ରସୁଣ ପାରଶ୍ରମିକରେ ମିଳିଲେ ସେମାନେ ଖୁସି ହୋଇଯାଉଥିଲେ। ଏହାପରେ ତାକୁ ନେଇ ବଜାରରେ ବିକି ମନମୁତାବକ ସାମଗ୍ରୀ କିଣୁଥିଲେ। ଏଥିସହ ସେଠାରେ ମୃତଦେହ ପୋତିବାବେଳେ ରସୁଣର ଲେପ ଦିଆଯାଉଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com