ଜୀବନଶୈଳୀ

ଛତ୍ରପୁର ନିର୍ବାଚନ ମଣ୍ଡଳୀରେ କଂଗ୍ରେସ କମିଟି ପକ୍ଷରୁ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ପଦଯାତ୍ରା

ବ୍ରହ୍ମପୁର, ୧୧/୦୮/୨୦୨୨-   ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଛତ୍ରପୁର ରେ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ହୋଇଯାଇଛି । ଏହି ସ୍ବାଧୀନତାର ଗୌରବ ପଦଯାତ୍ରାରେ ଯୋଗଦାନ କରିଥିଲେ ସାନଖେମୁଣ୍ଡି ବିଧାୟକ ତଥା ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ସଭାପତି ରମେଶ ଚନ୍ଦ୍ର ଜେନା ।  ଏହି ପଦଯାତ୍ରା ଅଗଷ୍ଟ 15 ତାରିଖ ଯାଏଁ ଚାଲୁ ରହିବ ।  କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ସରକାରଙ୍କ ଅହେତୁକ ଦର ଦାମ ବୃଦ୍ଧି ଓ ଦୁର୍ନୀତି ଓ ପ୍ରଭୁତି ଘଟଣାକୁ ନେଇ ଆଜି ଗଞ୍ଜାମ ଜିଲ୍ଲା କଂଗ୍ରେସ ପକ୍ଷରୁ କନିଷି ଛକରୁ ହଳଦିଆ ପଦର ଦେଇ ପୁଣି ପଦଯାତ୍ରାରେ ଛତ୍ରପୁର ବସଷ୍ଟାଣ୍ଡ ଠ।ରେ ପହଞ୍ଚିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com