ଓଡ଼ିଶା

୫-ଟି ଅଧ୍ୟକ୍ଷ ତଥା ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରିଛନ୍ତି

୫-ଟି ଅଧ୍ୟକ୍ଷ ତଥା ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରିଛନ୍ତି। ଏଥର ନିର୍ବାଚନ ଇସ୍ତାହାରରେ ମୁଖ୍ୟମନ୍ତ୍ରୀ ୪ଟି ଗୁରୁତ୍ୱପୂର୍ଣ୍ଣ କଥା ରଖିଛନ୍ତି।

ସମସ୍ତେ ପାଇବେ ବିଏସ୍‌କେଓ୍ବାଇ କାର୍ଡ, ଘର ପାଇଁ ଆପଣମାନେ ୨୦ ଲକ୍ଷ ପର୍ଯ୍ୟନ୍ତ ଋଣ ନେଇପାରିବେ। ପିଲାଛୁଆଙ୍କ ପାଠପଢ଼ା ପାଇଁ ଏଜୁକେଶନ ଲୋନ୍‌ ନେଇପାରିବେ। ସାଧାରଣ ଯାତ୍ରାରେ ମଧ୍ୟ କମ୍‌ ପଇସାରେ ଯାତ୍ରା କରିପାରିବେ। ମଧ୍ୟବିତ୍ତ ପରିବାରର ଉନ୍ନତି ହେଲେ ଓଡ଼ିଶା ଆଗେଇବ ବୋଲି ସେ ତାଙ୍କ ଭିଡିଓ ବାର୍ତ୍ତାରେ କହିଛନ୍ତି।

Related Articles

Back to top button