ଅନ୍ୟାନ୍ୟ

ଘର ସମ୍ଭାଳୁଥିବା ମହିଳା ଚାକିରିଆଙ୍କ ଠାରୁ କୌଣସି ଗୁଣରେ କମ୍ ନୁହଁନ୍ତି

ଘର ସମ୍ଭାଳୁଥିବା ମହିଳା ଚାକିରିଆଙ୍କ ଠାରୁ କୌଣସି ଗୁଣରେ କମ୍ ନୁହଁନ୍ତି। ଘର ସମ୍ଭାଳିବା କାର୍ଯ୍ୟର ମୂଲ୍ୟ ଅଫିସରେ କାମ କଲେ ମିଳୁଥିବା ଦରମାଠାରୁ କମ୍ ନୁହେଁ।

ଏପରି କାର୍ଯ୍ୟର ବହୁମୂଲ୍ୟ ରହିଛି। ଘର କାର୍ଯ୍ୟ ପରିଚାଳନା କରୁଥିବା ମହିଳାଙ୍କ ସମ୍ମାନ ସବୁଠାରୁ ଉଚ୍ଚରେ। ତାଙ୍କର ଯୋଗଦାନକୁ ଟଙ୍କା ସହ ତୁଳନା କରିହେବ ନାହିଁ। ଏପରି କରିବା କଷ୍ଟସାଧ୍ୟ।

Related Articles

Back to top button