କ୍ରୀଡ଼ା

ଫଟୋରେ ସାନିଆ ର୍ମିଜା ଏବଂ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମି ଅଛନ୍ତି। ଫଟୋର ଉଭୟ ବିବାହ ପୋଷାକରେ ନଜର ଆସିଛନ୍ତି

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ସାନିଆ ର୍ମିଜା ଏବଂ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମି ଅଛନ୍ତି। ଫଟୋର ଉଭୟ ବିବାହ ପୋଷାକରେ ନଜର ଆସିଛନ୍ତି।

ଲୋକମାନେ ଦାବି କରୁଛନ୍ତି ଯେ ଶୋଏବ ମଲିକଙ୍କଠାରୁ ଅଲଗା ହେବା ପରେ ସାନିଆ ର୍ମିଜା ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ବିବାହ କରିଛନ୍ତି। ତେବେ ଏହି ଦାବି ସମ୍ପୂର୍ଣ୍ଣ ଭୁଲ। ସାନିଆ ଏ ପର୍ଯ୍ୟନ୍ତ ଦ୍ୱିତୀୟ ଥର ବିବାହ କରିନାହାଁନ୍ତି। ଏହି ଫଟୋ ଏଆଇ ଆଧାରିତ।

Related Articles

Back to top button