ମନୋରଞ୍ଜନ

ରାଜାଙ୍କ ନାମରେ ଚାଲାଣ

ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ସୁପରଷ୍ଟାର ଧନୁଷଙ୍କ ବଡ଼ ପୁଅ ୟାତ୍ରା ରାଜାଙ୍କ ନାମରେ କଟିଛି ଚାଲାଣ। ୧୭ ବର୍ଷୀୟ ଏହି ଷ୍ଟାର୍‌କିଡ୍‌ ଟ୍ରାଫିକ ନିୟମକୁ ଅଣଦେଖା କରିବା ପରେ ତାଙ୍କ ନାମରେ ଚାଲାଣ କଟିଛି।

ସେ ବିନା ହେଲ୍‌ମେଟ୍‌ ଓ ଲାଇସେନ୍ସରେ ଚେନ୍ନାଇର ପୋସ୍ ଗାର୍ଡେନ୍ ଅଞ୍ଚଳରେ ଏକ ସୁପରବାଇକ୍ ଚଳାଉଥିବା ବେଳେ ଧରାପଡିଥିଲେ। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି।

Related Articles

Back to top button