ମନୋରଞ୍ଜନ

ବଲିଉଡ ଅଭିନେତ୍ରୀ ୟାମି ଗୌତମଙ୍କ ‘ଆର୍ଟିକିଲ ୩୭୦’ ରିଲିଜ ହେବା ପରଠାରୁ ଧମାଲ କରିବା ଆରମ୍ଭ କରିଛି

ବଲିଉଡ ଅଭିନେତ୍ରୀ ୟାମି ଗୌତମଙ୍କ ‘ଆର୍ଟିକିଲ ୩୭୦’ ରିଲିଜ ହେବା ପରଠାରୁ ଧମାଲ କରିବା ଆରମ୍ଭ କରିଛି। ରିଲିଜ୍ ହେବାର ୧୦ଦିନ ମଧ୍ୟରେ ଏହି ଚଳଚ୍ଚିତ୍ର ବଜେଟ୍ ଠାରୁ ତିନି ଗୁଣ ଅଧିକ ରୋଜଗାର କରିସାରିଲାଣି।

ଏହି ଫିଲ୍ମ ପରେ ବର୍ତ୍ତମାନ ଅଜୟ ଦେବଗନ୍ ଏବଂ ଆର ମାଧବନଙ୍କ ଅଭିନୀତ ଫିଲ୍ମ ‘ଶୈତାନ’ ମଧ୍ୟ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ପ୍ରଶଂସକମାନେ ଉତ୍ସାହର ସହିତ ଏହି ଥ୍ରୀଲର ଫିଲ୍ମକୁ ଅପେକ୍ଷା କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com