ମନୋରଞ୍ଜନ

ବିଗ୍‌ବସ୍‌ ୧୭ ବିଜେତା ମୁନାଓ୍ବର ଫାରୁକି ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି

ବିଗ୍‌ବସ୍‌ ୧୭ ବିଜେତା ମୁନାଓ୍ବର ଫାରୁକି ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ରିଆଲିଟି ଶୋ’ରେ ସାମିଲ ହେବା ପରଠାରୁ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।

ସୋସିଆଲ ମିଡିଆରେ ତାଙ୍କର ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି। ବ୍ୟକ୍ତିଗତ ଜୀବନ ଦେଖିଲେ ମୁନାଓ୍ବର ଛାଡ଼ପତ୍ର ପାଇଛନ୍ତି। ତାଙ୍କର ଏକ ପୁଅ ଅଛି। ଏହାଛଡ଼ା ସେ ନିଜର ପ୍ରେମିକାମାନଙ୍କୁ ନେଇ ମଧ୍ୟ ବିବାଦରେ ରହିଥାନ୍ତି।

Related Articles

Back to top button