ମନୋରଞ୍ଜନ

ଫିଲ୍ମ ସହ ଗଣମାଧ୍ୟମରୁ ଦୂରେଇ ରହିଥିବା ଆୟେଶାଙ୍କୁ କିଛି ଦିନ ତଳେ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା

ଫିଲ୍ମ ସହ ଗଣମାଧ୍ୟମରୁ ଦୂରେଇ ରହିଥିବା ଆୟେଶାଙ୍କୁ କିଛି ଦିନ ତଳେ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ତାଙ୍କ ପରିବର୍ତ୍ତିତ ଚେହେରା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଭିଡିଓ ଓ ଫଟୋ ଭାଇରାଲ ହେବା ପରେ ଲୋକମାନେ ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କୁ ଟ୍ରୋଲ କରିବା ମଧ୍ୟ ଆରମ୍ଭ କରିଥିଲେ। ଏବେ ଆୟେଶା ଟ୍ରୋଲ କରୁଥିବା ଲୋକଙ୍କୁ ମୁହଁତୋଡ ଜବାବ ଦେଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com