ଓଡ଼ିଶା

ଖୋଲିଲା ଶିମିଳିପାଳ

ମୟୁରଭଞ୍ଜ() ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ସୋମବାରଠାରୁ ପୁଣି ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ । କୁହୁଡ଼ିଆ ପାଗ ପାଇଁ ଗତ ୧୨ ତାରିଖରୁ ବନ୍ଦ ଥିଲା ଶିମିଳିପାଳ।

 

ପ୍ରବଳ କୁହୁଡି ଏବଂ ପ୍ରତିକୂଳ ପାଗ କାରଣରୁ ଶିମିଳାପାଳ ବନ୍ଦ ରହିଥିଲା । କେବଳ ରାତ୍ରୀ ରହଣି ପାଇଁ ପୂର୍ବରୁ ବୁକିଂ କରିଥିବା ପର୍ଯ୍ୟଟକମାନଙ୍କ ପାଇଁ ଏହା ଖୋଲାଥିଲା । ପାଗ ଅନୁକୂଳ ହେବାରୁ ସୋମାବାରଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ଶିମିଳିପାଳ । ପର୍ଯ୍ୟଟକମାନେ ଜାତୀୟ ଉଦ୍ୟାନ ମଧ୍ୟରେ ପ୍ରାକୃତିକ ପରିବେଶ, ବାଘ ସଫାରୀ, ଜଳ ପ୍ରପାତ ଆଦିର ମଜା ନେଇପାରିବେ ।

Related Articles

Back to top button
WP Twitter Auto Publish Powered By : XYZScripts.com