ଅନ୍ତର୍ଜାତୀୟ

ଡେଥ୍‌ ଜୋନ ହସ୍ପିଟାଲ

ଇସ୍ରାଏଲ-ହାମାସ ଯୁଦ୍ଧର ଦେଢ଼ମାସରୁ ଅଧିକ ସମୟ ବିତିଗଲାଣି। ଏହି ସମୟରେ ଜାତିସଂଘ ସମେତ ବିଶ୍ୱର ଅନେକ ଦେଶ ଇସ୍ରାଏଲକୁ ଯୁଦ୍ଧ ବନ୍ଦ କରିବାକୁ ନିବେଦନ କରିଛନ୍ତି।

ଏହି ସମୟରେ, ବିଶ୍ୱସ୍ବାସ୍ଥ୍ୟ ସଂଗଠନ ଗାଜାର ଅଲ-ଶିଫା ହସ୍ପିଟାଲକୁ ଏକ ଡେଥ୍‌ ଜୋନ ବୋଲି ଘୋଷଣା କରିଛି।

ଶତାଧିକ ରୋଗୀ ହସ୍ପିଟାଲରୁ ସ୍ଥାନାନ୍ତର ହୋଇଥିଲେ। ତଥାପି ହସ୍ପିଟାଲରେ ୨୫ଜଣ କର୍ମଚାରୀ, ୨୯୧ ରୋଗୀ ଏବଂ ୩୨ ନବଜାତ ଶିଶୁ ଅଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com