ଜାତୀୟ

ନାରାୟଣ ବଘୁଲଙ୍କର ୮୮ ବର୍ଷ ବୟସରେ ପରଲୋକ ହୋଇଛି

ଭାରତୀୟ ବ୍ୟାଙ୍କିଙ୍ଗ୍ ସେକ୍ଟରର ପ୍ରତିଷ୍ଠିତ ନାମ ତଥା ପଦ୍ମ ବିଭୂଷଣ ସମ୍ମାନରେ ସଂମ୍ମାନିତ ବ୍ୟାଙ୍କର ନାରାୟଣ ବଘୁଲଙ୍କର ୮୮ ବର୍ଷ ବୟସରେ ପରଲୋକ ହୋଇଛି ।

ଚେନ୍ନାଇର ଆପୋଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ନାରାୟଣ ବଘୁଲ ଆଇସିଆଇସିଆଇ ବ୍ୟାଙ୍କର ପ୍ରତିଷ୍ଠାତା। ସେ ଏହି ବ୍ୟାଙ୍କକୁ ବ୍ୟବସାୟର ଶୀର୍ଷରେ ପହଂଚାଇଥିଲେ । ସେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ସହିତ ନିଜର କ୍ୟାରିୟର ଆରମ୍ଭ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com