ଅନ୍ତର୍ଜାତୀୟ

ଏକଦା ପୃଥିବୀରେ ରହୁଥିବା ବିଶାଳୟକାୟ ବାସୁକି ଇଣ୍ଡିକସ୍ ନାମକ ଗୋଟିଏ ନୂତନ ପ୍ରାଚୀନ ପ୍ରଜାତିର ସାପର ଜୀବାସ୍ମକୁ ଠାବ କରିଛନ୍ତି ବୈଜ୍ଞାନିକ

ଏକଦା ପୃଥିବୀରେ ରହୁଥିବା ବିଶାଳୟକାୟ ବାସୁକି ଇଣ୍ଡିକସ୍ ନାମକ ଗୋଟିଏ ନୂତନ ପ୍ରାଚୀନ ପ୍ରଜାତିର ସାପର ଜୀବାସ୍ମକୁ ଠାବ କରିଛନ୍ତି ବୈଜ୍ଞାନିକ। ଗୁଜରାଟରୁ ଏହି ବିଶାଳୟକାୟ ସାପର ଜୀବାସ୍ମ ମିଳିଛି।

ଏହି ପ୍ରଜାତିର ସାପ ୪.୭ କୋଟି ବର୍ଷ ପୂର୍ବେ ଗୁଜରାଟରେ ରହୁଥିଲେ। ଏହି ସାପ ବିଶାଳକାୟ ଡାଇନୋସନର ଠାରୁ ମଧ୍ୟ ବଡ଼। ଗବେଷକମାନେ ଦାବି କରିଛନ୍ତି, ଏହା ବିଶ୍ୱର ସବୁଠାରୁ ବଡ଼ ସାପ ହୋଇପାରେ। ଏହାର ଲମ୍ବ ୧୧ରୁ ୧୫ ମିଟର।

Related Articles

Back to top button