ଅନ୍ତର୍ଜାତୀୟ

ବ୍ରିଟିଶ ଜନ୍ମିତ ଦୁଇ ବର୍ଷ ବୟସ୍କ ଟୋଟ କାର୍ଟର ଦୁନିଆର ସର୍ବ କନିଷ୍ଠ ପର୍ବତାରୋହୀ ହେବାର ଆଖ୍ୟା ଅର୍ଜନ କରିଛନ୍ତି

ଯେଉଁ ବୟସରେ ପିଲାମାନେ କଥା କହିବା ଶିଖନ୍ତି, ବ୍ରିଟିଶ ଜନ୍ମିତ ଦୁଇ ବର୍ଷ ବୟସ୍କ ଟୋଟ କାର୍ଟର ଦୁନିଆର ସର୍ବ କନିଷ୍ଠ ପର୍ବତାରୋହୀ ହେବାର ଆଖ୍ୟା ଅର୍ଜନ କରିଛନ୍ତି।

ସେ ଏଭରେଷ୍ଟର ବେସକ୍ୟାମ୍ପରେ ପହଞ୍ଚିବାରେ ସେ ସର୍ବ କନିଷ୍ଠ ହୋଇପାରିଛନ୍ତି। ଏହାପୂର୍ବରୁ, ଚେକ ରିପବ୍ଲିକର ଜଣେ ୪ ବର୍ଷର ଶିଶୁ ଏଭରେଷ୍ଟର ବେସ କ୍ୟାମ୍ପରେ ପହଞ୍ଚି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ।

Related Articles

Back to top button