ଓଡ଼ିଶା

କଟକ କୃଷକ ବଜାର ନିକଟରୁ ଯୁବତୀଙ୍କ ମୃତ ଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

କଟକ: କୃଷକ ବଜାର ନିକଟରୁ ଯୁବତୀଙ୍କ ମୃତ ଦେହ ଉଦ୍ଧାର । ଘଟଣାସ୍ଥଳରେ ବିଡାନାସୀ ଥାନା ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି । ଆବଶ୍ୟକ ପଡିଲେ ପୋଲିସ ସାଇଣ୍ଟିପିକ୍ ଟିମ୍ ସହଯୋଗ ନେଇପାରେ । ଏପିରିକି ମୃତଦେହ ନିକଟରୁ ଏକ ମଦ ବୋତଲ ମିଳିଛି । ତେବେ ଏହି ଘଟଣାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଯୁବତୀଙ୍କ ପରିଚୟ ମିଳିନଥିବା ବେଳେ ସେ ଜଣେ କଲେଜ ଛାତ୍ରୀ ବୋଲି ଅନୁମାନ କରାଯାଉଛି । ଯୁବତୀ ଜଣଙ୍କ ଗୋଟିଏ କଳା ରଙ୍ଗର ଟପ୍ସ ଏବଂ ନୀଳ ରଙ୍ଗର ଜିନ୍ସ ପିନ୍ଧିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com