ଅନ୍ୟାନ୍ୟ

ଜଣେ ଅଭିଯୁକ୍ତ ଜାମିନ

ଜଣେ ଅଭିଯୁକ୍ତ ଜାମିନ ପାଇବା ପରେ ଜେଲରୁ ତୁରନ୍ତ ମୁକ୍ତି ପାଇବା ଲାଗି ନ୍ୟାୟିକ କାର୍ଯ୍ୟକୁ ତ୍ବରାନ୍ବିତ କରିବା ଉଦ୍ଦେଶ୍ୟରେ ପ୍ରଧାନବିଚାରପତି ଜଷ୍ଟିସ୍‌ ଡିଓ୍ବାଇ ଚନ୍ଦ୍ରଚୂଡ଼ ‘ଫାଷ୍ଟର ୨.୦ ପୋର୍ଟାଲ’ର ଶୁଭାରମ୍ବ କରିଛନ୍ତି।

ଏହି ପୋର୍ଟାଲ ଦ୍ବାରା ଜଣେ କଏଦୀଙ୍କ ମୁକ୍ତି ସମ୍ବନ୍ଧରେ ଅଦାଲତ ଦେଇଥିବା ସୂଚନା ତୁରନ୍ତ ଜେଲ୍‌ ଅଧିକାରୀ, ଟ୍ରାଏଲ କୋର୍ଟ, ହାଇକୋର୍ଟଙ୍କ ପର୍ଯ୍ୟନ୍ତ ପହଞ୍ଚିପାରିବ। ସମ୍ବିଧାନ ଦିବସ ପାଳନ ଅବସରରେ ସୁପ୍ରିମକୋର୍ଟରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ଏହି ପୋର୍ଟାଲର ଶୁଭାରମ୍ଭ କରାଯାଇଛି।

Related Articles

Back to top button