ମନୋରଞ୍ଜନ

କରଣ ଜୋହରଙ୍କ ଫିଲ୍ମରୁ ଡେବ୍ୟୁ କରିବେ ସୈଫ ଅଲୀ ଖାନଙ୍କ ପୁଅ ଇବ୍ରାହିମ୍ ଅଲୀ ଖାନ୍

ବଲିଉଡ ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହରଙ୍କ ଫିଲ୍ମରୁ ଡେବ୍ୟୁ କରିବେ ସୈଫ ଅଲୀ ଖାନଙ୍କ ପୁଅ ଇବ୍ରାହିମ୍ ଅଲୀ ଖାନ୍। ସୁପରଷ୍ଟାର କାଜଲ ଓ ସୁକୁମାରନଙ୍କ ସହ କରିବେ ସ୍କ୍ରିନ ସେୟାର। କରଣ ଜୋହର ଏବେ ତାଙ୍କର ନୂଆ ଫିଲ୍ମର ଘୋଷଣା କରିଛନ୍ତି।

ପୋଷ୍ଟରେ ସେ ଫିଲ୍ମର ଘୋଷଣା କରୁନାହାନ୍ତି ବୋଲି ଲେଖିଥିଲେ ବି ପରେ ଏହା ଏକ ଘୋଷଣା ହୋଇପାରେ ବୋଲି ମଧ୍ୟ ଲେଖିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com