ଓଡ଼ିଶା

ଦିନିକିଆ ସୁନ୍ଦରଗଡ଼ ଗସ୍ତରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ

ଦିନିକିଆ ସୁନ୍ଦରଗଡ଼ ଗସ୍ତରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଭବାନୀପୁର ସ୍ପୋର୍ଟସ କପ୍ଲେକ୍ସରେ ନୂଆ-ଓ ଫେଷ୍ଟରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ସଫଳ ହେବାର ବାର୍ତ୍ତା ଦେଇଛନ୍ତି।

ପାଠପଢା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାର ବିକାଶ ଉପରେ ଗୁରୁତ୍ୱାରୋପ କରିଛନ୍ତି ୫ଟି ଅଧ୍ୟକ୍ଷ । ପାଠପଢା ସହ ଅନ୍ତର୍ନିହିତ ପ୍ରତିଭାର ବିକାଶ ହୋଇପାରିଲେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବ୍ୟକ୍ତିତ୍ୱର ବିକାଶ ହେବ ବୋଲି କହିଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

Related Articles

Back to top button
WP Twitter Auto Publish Powered By : XYZScripts.com