ଜାତୀୟ

ବଜେଟ୍ ଉପସ୍ଥାପନ ବେଳେ ମୁଣ୍ଡରେ ହାତଦେଇ ବସିଥିବା ନଜର ଆସିଲେ ରାହୁଲ ଗାନ୍ଧୀ, ଫଟୋ ଭାଇରାଲ୍ ପରେ ହେଉଛନ୍ତି ଟ୍ରୋଲ୍

ନୂଆଦିଲ୍ଲୀ() ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ବର୍ଷର ବଜେଟ୍ ଉପସ୍ଥାପନ କରିଛନ୍ତି । ବଜେଟ୍ ୨୦୨୨ରେ ସୀତାରମଣ ଅନେକ କିଛି ଘୋଷଣା କରାଯାଇଛି । ଅନେକ କିଛି ଜିନିଷ ଶସ୍ତା ହୋଇଛି । ତେବେ ବଜେଟ୍ ଉପସ୍ଥାପନ ସମୟରେ ସଂସଦରେ ଉପସ୍ଥିତ ଥିବା ସମସ୍ତ ସାଂସଦ ନିର୍ମଳାଙ୍କ ଘୋଷଣାକୁ ଧ୍ୟାନର ସହିତ ଶୁଣୁଥିବା ଦେଖିବାକୁ ମିଳିଛି । ହେଲେ ଏହା ଭିତରେ ଲୋକସଭାରୁ ରାହୁଲ ଗାନ୍ଧୀଙ୍କ ରିଆକ୍ସନ୍ ସାମନାକୁ ଆସିଛି । ତାଙ୍କର ଏକ ଫଟୋ ଭାଇରାଲ୍ ହେଉଛି । ସେଥିରେ ସେ ମୁଣ୍ଡକୁ ଧରି ବସିଥିବା ଦେଖିବାକୁ ମିଳିଛି । ସୋସିଆଲ୍ ମିଡିଆରେ ୟୁଜର୍ସ ମାନେ ରାହୁଲଙ୍କ ଫଟୋକୁ ନେଇ ମିମ୍ସ କରୁଥିବା ଦେଖିବାକୁ ମିଳିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com