ଜାତୀୟ

ଏପ୍ରିଲ ୧ ତାରିଖରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI)ରେ ଦୁଇ ହଜାର ଟଙ୍କିଆ ନୋଟ୍ ଜମା କରି ହେବ ନାହିଁ କି ବଦଳ କରି ହେବ ନାହିଁ

ଏପ୍ରିଲ ୧ ତାରିଖରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI)ରେ ଦୁଇ ହଜାର ଟଙ୍କିଆ ନୋଟ୍ ଜମା କରି ହେବ ନାହିଁ କି ବଦଳ କରି ହେବ ନାହିଁ। କାରଣ ସେହି ଦିନ ଆରବିଆଇ ଏହି ବର୍ଷ ପାଇଁ ତା’ର ଏକାଉଣ୍ଟ ବନ୍ଦ କରିବ।

ତେବେ ଏପ୍ରିଲ ୨ ତାରିଖରୁ ଆରବିଆଇରେ ପୁଣି ଥରେ ଦୁଇ ହଜାର ଟଙ୍କିଆ ନୋଟ୍ ଜମା କରି ହେବା ବା ବଦଳାଇ ହେବ। ଆରବିଆଇ ପକ୍ଷରୁ ଏହି ଘୋଷଣା କରାଯାଇଛି।

Related Articles

Back to top button