ଓଡ଼ିଶା

ପୌରସଂସ୍ଥା ଅଧ୍ୟକ୍ଷ ପଦ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ

ଭୁବନେଶ୍ୱର() ପୌରସଂସ୍ଥା ଅଧ୍ୟକ୍ଷ ଆସନ ପାଇଁ ଆସିଛି ସଂରକ୍ଷଣ ତାଲିକା । ୧୦୭ ପୌରସଂସ୍ଥାର ଅଧ୍ୟକ୍ଷ ପଦ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ, ୯ଟି ପୌରସଂସ୍ଥା ଅଧ୍ୟକ୍ଷ ଏସସି ମହିଳାଙ୍କ ପାଇଁ ସଂରକ୍ଷିତ ରହିବ । ଏହା ସହିତ ୮ଟି ପୌରସଂସ୍ଥା ଅଧ୍ୟକ୍ଷ ପଦବୀ ଏସସିଙ୍କ ପାଇଁ ସଂରକ୍ଷିତ ରହିବ ।

Related Articles

Back to top button
WP Twitter Auto Publish Powered By : XYZScripts.com