ମନୋରଞ୍ଜନ

‘ରାମାୟଣ’ରେ ରାମ ଭୂମିକା ପାଇଁ ରଣବୀର ଏକ ଲୁକ୍‌ ଟେଷ୍ଟ ଦେଇଥିବା ଜଣାପଡ଼ିଛି

‘ରାମାୟଣ’ରେ ରାମ ଭୂମିକା ପାଇଁ ରଣବୀର ଏକ ଲୁକ୍‌ ଟେଷ୍ଟ ଦେଇଥିବା ଜଣାପଡ଼ିଛି। ‘ରାମାୟଣ’ରେ ତାଙ୍କ ଲୁକ୍‌କୁ ଅତିସାଧାରଣ କରାଯିବା ପାଇଁ େଚଷ୍ଟା କରାଯାଉଛି।

ଏଥିରେ ତାଙ୍କର ମସଲ୍ ଯେମିତି ଦେଖାଯିବ ନାହିଁ, ସେନେଇ କାମ କରାଯାଉଛି। ତେବେ ରଣବୀର ରାମ ଭୂମିକାରେ ଅଭିନୟ କରିବା ପୂର୍ବରୁ ତାଙ୍କର ଫଟୋସୁଟ୍ କରାଯାଇଛି। ସେ ସୁନା ଓ ରତ୍ନଖଚିତ ହାର ପିନ୍ଧିଥିବା ଦେଖାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com