ଅନ୍ତର୍ଜାତୀୟ

ଇସ୍ରାଏଲକୁ ଗାଜା ଅଞ୍ଚଳରେ ଯୁଦ୍ଧ ଜାରି ରଖିବାରେ କେହି ଅଟକାଇ ପାରିବେ ନାହିଁ

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି, ହମାସ୍‌ ଆତଙ୍କବାଦୀଙ୍କ ବିରୋଧରେ ବିଜୟ ହାସଲ ନ କରିବା ପର୍ଯ୍ୟନ୍ତ ଇସ୍ରାଏଲକୁ ଗାଜା ଅଞ୍ଚଳରେ ଯୁଦ୍ଧ ଜାରି ରଖିବାରେ କେହି ଅଟକାଇ ପାରିବେ ନାହିଁ।

ଅନ୍ୟପକ୍ଷରେ ଗାଜାରେ ବର୍ତ୍ତମାନ ସୁଦ୍ଧା ୧୮,୦୦୦ରୁ ଅଧିକ ଲୋକ ପ୍ରାଣ ହରାଇସାରିଲେଣି। ଏଥିରେ ମୁଖ୍ୟତଃ ମହିଳା ଏବଂ ଶିଶୁ ଅନ୍ତର୍ଭୁକ୍ତ। ଏହି ସମୟରେ ହମାସ୍‌ ମୁଖ୍ୟ ଇସ୍‌ମାଇଲ ହନିହେ କହିଛନ୍ତି, ଇସ୍ରାଏଲର ଆକ୍ରମଣକୁ ରୋକିବା ପାଇଁ ଆମେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛୁ।

Related Articles

Back to top button
WP Twitter Auto Publish Powered By : XYZScripts.com