ଅନ୍ତର୍ଜାତୀୟଜାତୀୟସ୍ୱାସ୍ଥ୍ୟ

କେରଳରେ ୭ ବର୍ଷର ଶିଶୁଠାରେ ମଙ୍କିପକ୍ସ ଲକ୍ଷଣ

ନୂଆଦିଲ୍ଲୀ, ୦୮/୦୮/୨୦୨୨-   ଭାରତରେ କାୟା ମେଲାଇବାରେ ଲାଗିଛି ମଙ୍କିପକ୍ସ । କେରଳରେ ଜଣେ ୭ ବର୍ଷର ଶିଶୁଠାରେ ମଙ୍କିପକ୍ସର ଲକ୍ଷଣ ଦେଖିବାକୁ ମିଳିଛି । ତେବେ ଲକ୍ଷଣ ଦେଖାଯିବା ପରେ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ତାର ରକ୍ତ ପରୀକ୍ଷଣ ପାଇଁ ପଠାଯାଇଛି । ଶିଶୁଟି ନିକଟରେ ବ୍ରିଟେନରୁ ଫେରିଥିଲା ।

ଭାରତରେ ଏବେସୁଦ୍ଧା ୯ଟି ମଙ୍କିପକ୍ସ ମାମଲା ସାମ୍ନାକୁ ଆସିଛି । କେରଳରେ ଯେଉଁ ଦୁଇଜଣ ଚିହ୍ନଟ ହୋଇଥିଲେ ସେମାନଙ୍କୁ ସାମାନ୍ୟ ଜ୍ୱର ମାଂସପେଶୀରେ ବି କଷ୍ଟ ଅନୁଭବ ହେଉଥିଲା । ସେମାନଙ୍କ ନମୁନା ଯାଞ୍ଚ ବେଳେ ଏହା ଜେନୋମ୍ ସିକ୍ୟୋଏନ୍ସ ଏମବିଏକ୍ସଭି-ୟୁଏସଏ-୨୦୨୨ ଓ ଏଫଏଲ୦୦୧ ପଶ୍ଚିମ ଆଫ୍ରିକୀୟ ଷ୍ଟ୍ରେନ୍ ସହ ମେଳ ଖାଉଥିଲା ବୋଲି ସେ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com