ଅନ୍ତର୍ଜାତୀୟ

ନାମ୍ବିଆ ରାଷ୍ଟ୍ରପତି ହେଗ ଗେନଗୋବ ୮୨ ବର୍ଷ ବୟସରେ ଦେହାନ୍ତ ଘଟିଛିି

ନାମ୍ବିଆ ରାଷ୍ଟ୍ରପତି ହେଗ ଗେନଗୋବ ୮୨ ବର୍ଷ ବୟସରେ ଦେହାନ୍ତ ଘଟିଛିି। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତ୍ତି ଅନୁଯାୟୀ ଗେନଗୋବ ରବିବାର ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ସେ କିଛି ସପ୍ତାହ ପୂର୍ବରୁ କର୍କଟ ରୋଗରେ ପୀଡିତ ଥିଲେ। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଟୁଇଟରରେ ଏକ ପୋଷ୍ଟରେ ତାଙ୍କ ମୃତ୍ୟୁର କାରଣ ପ୍ରକାଶ କରିନାହିଁ।

Related Articles

Back to top button