ଓଡ଼ିଶା

ଠିକ୍ ଭାବରେ ପାଠ ପଢା ହେଇନି : ଭଦ୍ରକ ଛାତ୍ରଛାତ୍ରୀ ପରିକ୍ଷା ବାତିଲକୁ ନେଇ ରାଜରାସ୍ଥାରେ !

ଭଦ୍ରକ : ଅନଲାଇନ ପରୀକ୍ଷା ବାତିଲ ଦାବିରେ ରାଜରାସ୍ତାରେ ଛାତ୍ରଛାତ୍ରୀ । ଅନଲାଇନ କ୍ଲାସରେ ଉପଯୁକ୍ତ ଭାବେ ଶିକ୍ଷାଦାନ ହୋଇନଥିବାରୁ ଓ କୋଭିଡ଼ ସ୍ଥିତିକୁ ଦେଖି ଅଫଲାଇନ ପରୀକ୍ଷା ପାଇଁ ଦାବି କରୁଛନ୍ତି । ଭଦ୍ରକ ସହର ବନ୍ତ ଛକ ନିକଟରେ ବିଭିନ୍ନ କଲେଜର ଛାତ୍ରଛାତ୍ରୀ ମାନେ ରାସ୍ତାରୋକ କରିଛନ୍ତି । ଅଫଲାଇନ  ପରୀକ୍ଷାକୁ ବାତିଲ ପାଇଁ ଦାବି କରିଛନ୍ତି । କୋଭିଡ଼ ସ୍ଥିତିକୁ ଦେଖି ସରକାର ଓ ଶିକ୍ଷାବିଭାଗ ତରଫରୁ ପରୀକ୍ଷାକୁ ଅନଲାଇନ କରାଯିବାକୁ ନିଷ୍ପତ୍ତି ନିଆଯାଉ ବୋଲି କହିଛନ୍ତି । ନିଷ୍ପତ୍ତି ନଆସିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com