ଅନ୍ୟାନ୍ୟ

୫ଟି ବ୍ରାଉନ ସୁଗାର ପୁଡ଼ିଆ ଜବତ ଏବଂ ଦୁଇ ଜଣ ଯିବକ ଗିରଫ

ଢେଙ୍କାନାଳବ୍ରାଉନସୁଗାର ବିକ୍ରି ବେଳେ ଢେଙ୍କାନା ଟାଉନ ପୋଲିସ ଚଢ଼ାଉ କରିଛି । ସହରର ଲକ୍ଷ୍ମୀ ବଜାର ଅଂଚଳରେ ପୋଲିସ ଚଢ଼ାଉ କରି ବିକ୍ରି କରିବା ବେଳେ ୫ଟି ପୁଡ଼ିଆ ବ୍ରାଉନସୁଗାର ଜବତ କରିବାରେ ସକ୍ଷମ ହୋଇଛି । ଏହି ବ୍ରାଉନସୁଗାର ବିକ୍ରିରେ ଜଡିତ ଥିବା ଦୁଇ ଜଣ ଯୁବକଙ୍କୁ ପୋଲିସ ଗିରଫ କରିଛି । ଗିରଫ ଦୁଇ ଯୁବକ ହେଲେ ଲକ୍ଷ୍ମୀବଜାରର ବାପୁନି ସ୍ବାଇଁ ଓ ଲକି ବେହେରା ବୋଲି ଜଣାପଡିଛି । ତେବେ ପୋଲିସ ଯାଞ୍ଚ ଜାରି ରଖିଥିବାରୁ କେତେ ଓଜନର ବ୍ରାଉନସୁଗାର ଜବତ ହୋଇଛି ତାହା ପରେ ସ୍ପଷ୍ଟ ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com