ଅନ୍ୟାନ୍ୟ

ଲିଙ୍ଗ ନିରୂପଣକାରୀଙ୍କ ବାବଦରେ ସୂଚନା ଦେଲେ ସମ୍ପୃକ୍ତ ସୂଚନାଦାତାଙ୍କୁ ୨୫ ହଜାର ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ

ଏଣିକି ଲିଙ୍ଗ ନିରୂପଣକାରୀଙ୍କ ବାବଦରେ ସୂଚନା ଦେଲେ ସମ୍ପୃକ୍ତ ସୂଚନାଦାତାଙ୍କୁ ୨୫ ହଜାର ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ।

ଏନେଇ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଥିବା ବେଳେ ସୂଚନାଦାତାଙ୍କ ନାମ ସମ୍ପୂର୍ଣ୍ଣ ଭାବେ ଗୋପନ ରଖାଯିବ ବୋଲି କୁହାଯାଇଛି ୩ଟି କିସ୍ତିରେ ଏହି ରାଶି ମିଳିବ। ପ୍ରଥମ କିସ୍ତିରେ ୧୦ ହଜାର, ଦ୍ୱିତୀୟ କିସ୍ତିରେ ଦଶ ହଜାର ଓ ତୃତୀୟ କିସ୍ତିରେ ୫ ହଜାର ପ୍ରୋତ୍ସାହନ ରାଶି ମିଳିବ ।

Related Articles

Back to top button
WP Twitter Auto Publish Powered By : XYZScripts.com