ଅନ୍ୟାନ୍ୟ

ଛତିଶଗଡ଼ ସୀମାନ୍ତରେ ଲାଗିରହିଛି ମାଓ ହିଂସା, ଦୁଇଟି ଗାଡ଼ ନିଆଁ ଲଗାଇ ଦେଲେ ୪୦ରୁ ୫୦ ସଶସ୍ତ୍ର ମାଓବାଦୀ

ବିଜାପୁରଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ପୁଣି ମାଓ ହିଂସା । ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ଦୁଇଟି ଟିପ୍ପରକୁ ଜାଳିଦେଲେ ମାଓବାଦୀ । କାତରୁ ଥାନା ଅନ୍ତର୍ଗତ  ବରଗାପଡା ଗାଁ ନିକଟରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିଲା । ଶୁକ୍ରବାର ସକାଳେ ୪୦ରୁ ୫୦ଜଣ ସଶସ୍ତ୍ର ମାଓବାଦୀ ସେଠାରେ ପହଞ୍ଚି ଗାଡି ଦୁଇଟିରେ ନିଆଁ ଲଗାଇ ଦେଇଛନ୍ତି । ଏହାସହ ରାସ୍ତା କାମ ବନ୍ଦ କରିବା ଲାଗି ଧମକ ଦେଇଛନ୍ତି । ଘଟଣା ସମ୍ପର୍କରେ ବିଜାପୁର ଏଏସ୍‌ପି ପଙ୍କଜ ଶୁକ୍ଲା ସୂଚନା ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com