ଅନ୍ୟାନ୍ୟ

କୁକୁର ମାଲିକଙ୍କ ପାଇଁ ଖୁସି ଖବର

କୁକୁର ମାଲିକଙ୍କ ପାଇଁ ଖୁସି ଖବର । ଲୋକପ୍ରିୟ କୁକୁର କମ୍ପାନୀ ବାର୍କ(BARK) କୁକୁରଙ୍କ ପାଇଁ ଏକ ବିମାନ ସେବା ଲଞ୍ଚ୍ କରିଛି । ଏହି ବିମାନର ନାଁ ହେଉଛି BARK Air ।

ଏହି ବିମାନ ମାଧ୍ୟମରେ କୁକୁରଙ୍କୁ ଫାର୍ଷ୍ଟ କ୍ଲାସ ଫ୍ଲାଇଟ୍ ସେବା ଯୋଗାଇ ଦେବା ପାଇଁ କମ୍ପାନୀ ଦାବି କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com