ଅନ୍ୟାନ୍ୟ

ବିଧାୟକ ସୁର ରାଉତରାୟ ଅପମାନିତ

ଭୁବନେଶ୍ୱର, ୧୧ /୧୦/୨୦୨୨-   କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟ ଅପମାନିତ । ଯେଉଁ ଖେଳକୁ ନେଇ ତାଙ୍କ ଭିତରେ ଅଧିକ ଆକର୍ଷଣ ସେହି ଖେଳ ଯୋଗୁଁ ସେ ଆଜି ଏକ ଅଭାବନୀୟ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି । କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ ଦେଖିବାକୁ ଭିତରକୁ ଯିବାବେଳେ ଏହି ଘଟଣା ଘଟିଛି । ହାତରେ ପାସ୍ ଥାଇ ମଧ ସେ ଭିତରକୁ ପ୍ରବେଶ କରିପାରିନଥିଲେ । ଜଣେ ବିଦେଶୀ ସୁରକ୍ଷାକର୍ମୀ ତାଙ୍କୁ ବାହାର କରିଦେଇଥିଲେ । ବଡକଥା ହେଉଛି ତାଙ୍କୁ ବାହୁଧରି ଯେଭଳି ବିଦା କରିଦିଆଗଲା ତାହାକୁ ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com